Jump to content

ଦରପଣି ଅକ୍ଷର

ଉଇକିଅଭିଧାନ‌ରୁ

ଦରପଣି ଅକ୍ଷର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ଦରପଣିଆ ଅକ୍ଷର—ଅନ୍ୟରୂପ]

ଦେଶଜ - ବିଶେଷ୍ୟ - (ଦର୍ପଣ ସାହାର୍ଯ୍ୟରେ ଏହା ପଢ଼ାଯାଇ ପାରୁଥିବାରୁ)

[ସମ୍ପାଦନା]

ଲେଖା ଆଗରେ ଗୋଟିଏ ଦର୍ପଣ ଧଇଲେ ସେ ଦର୍ପଣରେ ଅକ୍ଷରମାନ ପ୍ରତିଫଳିତ ହୋଇ ପଢ଼ାଯାଇ ପାରିବାଭଳି ଲେଖା ହୋଇଥିବା ଓଲଟା ଅକ୍ଷର —Letters written in an inverted manner so as to be deciphered with the help of a mirror held over the writing.