Jump to content

ଦରପନ୍ତରା

ଉଇକିଅଭିଧାନ‌ରୁ

ଦରପନ୍ତରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦରପନ୍ତରିଆ, ଦରପନ୍ତାରିୟା, ଦରପନ୍ତିରିଆଅନ୍ୟରୂପ

ଦେଶଜ - ବିଶେଷଣ - (ସଂସ୍କୃତ - ଅର୍ଦ୍ଧ+ପ୍ରାନ୍ତ)

[ସମ୍ପାଦନା]
୧. ଦରକାଣ୍ଡିଆ (ଦେଖ) - ୧. Darakāṇḍiā (See)
୨. ଦରଖଣ୍ଡିଆ (ଦେଖ) - — ୨. Darakhaṇḍiā (See)
୩. ଯେଉଁ ବ୍ୟକ୍ତି ନିର୍ଦ୍ଦିଷ୍ଟ ପଥ ବା ଦୂରତ୍ୱ ଅତିକ୍ରମ କରି ନ ଥାଏ — (a person) Who has not yet travelled the whole of the intended distance.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯେତେ ଦୂରତ୍ୱକୁ ଅତିକ୍ରମଣ କରିବାର କଥା ଥାଏ ତାହା ସମ୍ପୂର୍ଣ୍ଣରୂପେ ଅତିକ୍ରମଣ କରି ନ ଥିବା ଅବସ୍ଥା; ଅଧବାଟ —Half way.