ଦରପେସ୍
ଦେଖଣା
ଦରପେସ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଦର୍ପେସ୍—ଅନ୍ୟରୂପ)
ବୈଦେଶିକ - ବିଶେଷଣ - (ଫା ଦର୍ପେଶ୍=ଆଗେ; ସମ୍ମୁଖରେ)
[ସମ୍ପାଦନା]- ୧. ଦାଏର୍; ଅଦାଲତଙ୍କ ସମ୍ମୁଖରେ ବିଚାରାର୍ଥ ଉପସ୍ଥାପିତ — ୧. Put up before a court or high official; adduced or produced for consideration.
ମାଜିଷ୍ଟ୍ରେଟ୍ ସାହେବଙ୍କଠାରେ ଯେଉଁ ରିପୋର୍ଟ ଦରପେସ କରିଥିଲେ ଫକୀରମୋହନ ଗଳ୍ପସଳ୍ପ
- ୨. ହାକିମଙ୍କ ବିଚାରାଧୀନ — ୨. Under consideration of an authority.