Jump to content

ଦରବ

ଉଇକିଅଭିଧାନ‌ରୁ

ଦରବ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଦ୍ରବ୍ୟ)

[ସମ୍ପାଦନା]
୧. ଦ୍ରବ୍ୟ; ପଦାର୍ଥ — ୧. Article; thing.

ଆଉ ବାକି ଦରବମାନଙ୍କୁ ବୁହାଇ କୃଷ୍ଣସିଂହ. ମହାଭାରତ. ବନ

୨. ଦୌଲତ; ସମ୍ପତ୍ତି; ଧନ —୨. Riches.

[ଦ୍ରଷ୍ଟବ୍ୟ —ଏହା ଧନର ସହଚରରୂପେ ବ୍ୟବହୃତ ଯଥା—ଧନ ଦରବ=ଧନ ଦୌଲତ ]