Jump to content

ଦରବା

ଉଇକିଅଭିଧାନ‌ରୁ

ଦରବା

ଉଚ୍ଚାରଣ

[ସମ୍ପାଦନା]

ଦରବା କନା, ଦରଭାଅନ୍ୟରୂପ

  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଚିରାଲୁଗା ଦୁଇଖଣ୍ଡକୁ ସିଲେଇ କରି ପିନ୍ଧା ଲୁଗା ରୂପେ ଯେଉଁ ବସ୍ତ୍ରାଂଶ ବ୍ୟବହୃତ ହୁଏ —The torn end-pieces of cloth sewn together and used as a cloth for wearing.

ଦରତା ଖଣ୍ଡିକେ ସାତ ତାଳି ସିଆଁ ଘରେ ସିନା ପିନ୍ଧି ହେବ ଭିଖାରି ସାଆନ୍ତିଆ, ବାହା

[ଦ୍ରଷ୍ଟବ୍ୟ —ହିନ୍ଦୀ ଭାଷାରେ ମୋଟା ଧଡ଼ିଦାର୍ ଚାଦରକୁ ଦରବ ବୋଲାଯାଏ ପାରାଭାଡ଼ି ଓ ପକ୍ଷୀ ବସା କରିଥିବା ଗଛର କୋରଡ଼କୁ ହିନ୍ଦୀରେ ଦରବା ବୋଲାଯାଏ—ହିନ୍ଦୀ - ଶବ୍ଦସାଗର ]