Jump to content

ଦରବାନ୍

ଉଇକିଅଭିଧାନ‌ରୁ

ଦରବାନ୍

ଉଚ୍ଚାରଣ

[ସମ୍ପାଦନା]

ଦରଉଆନ, ଦରୁଆନ, ଦରୋଆନଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା ଦର୍ବାନ୍; ତୁଳ. ସଂସ୍କୃତ - ଦ୍ୱାରବାନ୍)

[ସମ୍ପାଦନା]

ଦ୍ୱାରରକ୍ଷକ; ଦୁଆଁରୀ; ଦ୍ୱାରପାଳ — Door-keeper; gate-keeper; a durwan; a porter.

[ଦ୍ରଷ୍ଟବ୍ୟ —ଏହି ଫାର୍ସୀ ଶବ୍ଦ ଇଂରାଜି ଭାଷାରେ ବ୍ୟବହୃତ ହେଉଅଛି ]