Jump to content

ଦରବାରିଆ

ଉଇକିଅଭିଧାନ‌ରୁ

ଦରବାରିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦରବାରୀ)

[ସମ୍ପାଦନା]

 : ଯେଉଁ ବ୍ୟକ୍ତି ରାଜଦରବାରକୁ ନିମନ୍ତ୍ରିତ ହୁଏ ଓ ସେଠାରେ ନିର୍ଦ୍ଦିଷ୍ଟ ଆସନ ପାଏ —୧. A person invited to a durbar; one entitld to a

seat in a durbar.
୨.

ଦରବାରୀ, ଦରବାରିୟା, ଦର୍ବାରିଆଅନ୍ୟରୂପ

କଚେରିଆ; ଯେ କଚେରିକୁ ବହୁବାର ଯିବା ଆସିବା କରେ — ୨. One who frequents courts.

୩. ମାମଲତକାର —୩. A person versed in the ways of courts or litigation.

 : ମାମଲାବାଜ୍ ବ୍ୟକ୍ତି —୪. Litigious person.

 : ଯେଉଁ ବ୍ୟକ୍ତି ନିଜ ଗୃହର ମାଲିମକଦମା ବୁଝାସୁଝା କରେ —୫. The man of business in a family.

 : ରାଜସଭାରେ ସଭାସଦ୍ — ୬. A member of a king's court; courtier.

ବୈଦେଶିକ - ବିଶେଷଣ -

[ସମ୍ପାଦନା]

 : ଦରବାର ସମ୍ୱନ୍ଧୀୟ —୧. Relating to the durbar.

(ଯଥା—ଦରବାରିଆ ଭାଷା)

 : ଦରବାରରେ ବ୍ୟବହାର ଯୋଗ୍ୟ —୨. Fit for being used in a durbar.

(ଯଥା—ଦରବାରିଆ ପୋଷାକ)

 : କଚେରିମାନଙ୍କୁ ସର୍ବଦା ଯାତାୟତ କରୁଥିବା — ୩. Frequenting the courts.

 : ମକଦମାବାଜ୍ —୪. Litigious.