ଦରବାରିଆ ପୋଷାକ
ଦେଖଣା
ଦରବାରିଆ ପୋଷାକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦରବାରିଆ ପୋଷାକ
|
ବୈଦେଶିକ - ବିଶେଷ୍ୟ - (ଫା)
[ସମ୍ପାଦନା]- ୧. ଯେଉଁ ମୂଲ୍ୟବାନ୍ ଓ ପରିଚ୍ଛନ୍ନ ପୋଷାକକୁ ଦରବାରିଆମାନେ ପିନ୍ଧି ଦରବାରକୁ ଯାଆନ୍ତି —୧. Durbar-Dress.
୨ : ଲୋକେ କଚିରିକୁ ପିନ୍ଧି କରି ଯିବା ବସ୍ତ୍ର — Court-dress.