Jump to content

ଦରବୁଢ଼ା

ଉଇକିଅଭିଧାନ‌ରୁ

ଦରବୁଢ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ଦରବୁଢ଼ୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ଦର=ଅର୍ଦ୍ଧ+ବୃଦ୍ଧ)

[ସମ୍ପାଦନା]

ଅର୍ଦ୍ଧବୃଦ୍ଧ; ଅଧାବୁଢା; ପ୍ରବୀଣ; ଯେ ଅତିବୃଦ୍ଧ ନୁହେ; ପୌଢ଼; ଯାହାର ଯୌବନ ଟପିଛି, ଅଥଚ ବାର୍ଦ୍ଧକ୍ୟ ପହଞ୍ଚି ନାହିଁ — Somewhat old (male); somewhat advanced in age.