ଦରମା
ଦରମାଇ, ଦରମାହା, ଦରମାହିଅନ୍ୟରୂପ
ବେତନ; ଭୃତ୍ୟର ମାସିକ ନିର୍ଦ୍ଦିଷ୍ଟ ପାରିଶ୍ରମିକ —Salary; fixed monthly remuneration or pay.
ସେ ଦରମାରେ ତ ଗଣା ହେବ ନାହିଁ ଉଚ୍ଚ ପଦ ତୋର କିମ୍ୱା ଦରମାହି ରାଧାନାଥ, ଦରବାର