ଦରମାଦିଆ
୧ : ଯେଉଁ ଖାମିନ୍ଦ ଭୃତ୍ୟଙ୍କୁ ଦରମା ଦେଇ ଚାକିରି ରଖନ୍ତି —୧. Maintaining servants with salaries.
୨ : ଯେଉଁ ଖାମିନ୍ଦ ଭୃତ୍ୟଙ୍କୁ ଦରମା ଦେବା ବିଷୟରେ ନିୟମିତ —୨. Regular in paying salaries to the servants.