ଦରମାନ୍
(ଦରିମାନ୍, ଦରମିଆନ୍—ଅନ୍ୟରୂପ)
୧ : ଦେବତା ଆଦିଙ୍କ ନାମ ଧରି ଶପଥ କରିବା — ୧. Taking oath; swearing in the name of God or sacred things.
୨ : ହଲପ —୨. Oath.