Jump to content

ଦରଳିବା

ଉଇକିଅଭିଧାନ‌ରୁ

ଦରଳିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଦରଳା ଦରଳି କରିବା—ଅନ୍ୟରୂପ)

ଦେଶଜ - କ୍ରି. ସଂସ୍କୃତ - (ଦଳ୍ ଧାତୁ)

[ସମ୍ପାଦନା]
୧. ଚକଟିବା — ୧. To knead.
୨. ଦଳନ କରିବା; ଦଳିବା — ୨. To trample; to press together into a mass.
୩. ମର୍ଦ୍ଦନ କରିବା; ପେଷିବା — ୩. To crush; to bruise.
୪. ଧ୍ୱଂସ କରିବା —୪. To ruin.