Jump to content

ଦରଶ

ଉଇକିଅଭିଧାନ‌ରୁ

ଦରଶ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ଦର୍ଶ) ଅମାବାସ୍ୟା — The new-moon day of a lunar month.

ଅଷ୍ଟାବକ୍ର ବୋଇଲେ ଦରଶ ପୌର୍ଣ୍ଣମୀ ପର୍ବ ବାରମାସ ଅଟଇ ଯାର ନେମୀ କୃଷ୍ଣସିଂହ. ମହାଭାରତ. ବନ

୨. (ସଂସ୍କୃତ - ଦର୍ଶନ)—ଦରଶନ —୨. Seeing.

ଦରଶ ପରଶ ନିରେଖା; ନ ଥିବ କିଛି ମନେ ବାଞ୍ଛା ଭୂପତି—ପ୍ରେମପଞ୍ଚାମୃତ

[ଦ୍ରଷ୍ଟବ୍ୟ —ଦରଶ ପରଶର ସହଚର ଶବ୍ଦରୂପେ ବ୍ୟବହୃତ ]