ଦରଶନ
ଦେଖଣା
ଦରଶନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପ୍ରା. (ପଦ୍ୟ) (ସଂସ୍କୃତ - ଦର୍ଶନ)
[ସମ୍ପାଦନା]- ୧. ଦର୍ଶନ; ଦେଖିବା —୧. Seeing.
ମାୟାବନ୍ତମୟ ଅସୁର ଦରଶନ କୃଷ୍ଣସିଂହ. ମହାଭାରତ, ବନ
- ୨. ଦେବତାଙ୍କୁ ଦର୍ଶନ କରିବା — ୨. Visiting and bowing to a Deity; paying respects to an idol
- ୩. ପୁଂ—ଲୋକଙ୍କୁ ଦିଆଯିବା ନାମ — ୩. A name given to males.