Jump to content

ଦରଶନି (ଇତ୍ୟାଦି)

ଉଇକିଅଭିଧାନ‌ରୁ

ଦରଶନି (ଇତ୍ୟାଦି)

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]

ଦର୍ଶନି ଇତ୍ୟାଦି (ଦେଖ) - Daraṡani etc. (See)

ଗ୍ରାମ୍ୟ - ବିଶେଷଣ -

[ସମ୍ପାଦନା]

ମେଳା, ଉତ୍ସବ, ଦେବତା ଓ ଯାତ୍ରା ଆଦିକୁ ଯିବାବେଳେ ପିନ୍ଧିବା ଲାଗି ଗରିବ ଘରର ଲୋକେ ସାଇତି ରଖିଥିବା ଅପେକ୍ଷାକୃତ ଉଚ୍ଚ ମୂଲ୍ୟର ବା ରଙ୍ଗୀନ୍ ବା ପରିଚ୍ଛନ୍ନ (ଶାଢ଼ୀ ବା ଲୁଗା) —(a cloth) Which is put on on occasions of visiting shrines and fairs.

(ଯଥା—ଦରଶନି ଶାଢ଼ୀ; ଦରଶନି ଲୁଗା )