Jump to content

ଦରଶାଇବା

ଉଇକିଅଭିଧାନ‌ରୁ

ଦରଶାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - କ୍ରି. (ପଦ୍ୟ) (ସଂସ୍କୃତ - ଦୃଶ୍ ଧାତୁ ଣିଚ୍ ଦର୍ଶି ଧାତୁ)

[ସମ୍ପାଦନା]
୧. ଦର୍ଶାଇବା; ଉପସ୍ଥାପିତ କରିବା —୧. To adduce; to cite; to produce.

(ଯଥା—ପ୍ରମାଣ ଦରଶାଇବା; କାରଣ ଦରଶାଇବା )

୨. ଦେଖାଇବା; ପ୍ରକଟିତ କରିବା — ୨. To show; to exhibit.