Jump to content

ଦରଶିବା

ଉଇକିଅଭିଧାନ‌ରୁ

ଦରଶିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - (ପଦ୍ୟ) କ୍ରି—(ସଂସ୍କୃତ - ଦୃଶ ଧାତୁ)

[ସମ୍ପାଦନା]
୧. ଦେଖାଇବା; ପ୍ରଦର୍ଶିତ କରିବା —୧. To show; to exhibit.

ନାନା ବନ୍ଧେ ରତିରସେ ରସିଲେ କାମକଳା କୁଶଳ ଦରଶିଲେ ପ୍ରାଚୀ ଶିଶୁ ଶଙ୍କର ଉଷା ଅଭିଳାଷ

୨. ପ୍ରକାଶିତ ହେବା; ଦେଖାଯିବା; ଦର୍ଶିବା — ୨. To be seen; to appear.