Jump to content

ଦରସୋଦର ହାସୀ

ଉଇକିଅଭିଧାନ‌ରୁ

ଦରସୋଦର ହାସୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଦର+ସୋଦର+ହାସିନୀ; ଦର= ଶଙ୍ଖ, ସୋଦର=ବନ୍ଧୁ ଅର୍ଥାତ୍ ସମାନ ହାସ ଯାହାର)

[ସମ୍ପାଦନା]

ଶୁଭ୍ରହାସଯୁକ୍ତା —Laughing heartily; smiling brightly.

ସୁନ୍ଦର ଦର—ସୋଦର—ହାସୀ କହନ୍ତି—ଉପେନ୍ଦ୍ରଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ