ଦରହ
===ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ହ୍ରଦର ବିପର୍ଯ୍ୟସ୍ତ ଉଚ୍ଚାରଣ)
ନଈ ଆଦିର ଗଣ୍ଡ ବା ଗଭୀର ଅଂଶ — Deep part of a river or lake.