Jump to content

ଦରହସା

ଉଇକିଅଭିଧାନ‌ରୁ

ଦରହସା

ଉଚ୍ଚାରଣ

[ସମ୍ପାଦନା]

(ଦରହସୁରା—ଅନ୍ୟରୂପ)

ଦରହସୀ, ଦରହସୁରୀସ୍ତ୍ରୀ

  • (file)

ଦେଶଜ - ବିଣପୁଲିଙ୍ଗ - (ସଂସ୍କୃତ - ଦରହସିତ)

[ସମ୍ପାଦନା]
୧. (ମନ୍ଦାର୍ଥ) ଉଚ୍ଚ— ହାସ୍ୟକାରୀ; ଅଟ୍ଟହାସକାରୀ —୧. (bad sense) Given to loud laughter.
୨. ଈଷତ୍ହାସ୍ୟକାରୀ —୨. Smiling.
୩. (ମନ୍ଦାର୍ଥ) ଯେ ସାମାନ୍ୟ କଥାରେ ହସେ (ଏପରି ହସିବାଦ୍ୱାରା ଗାମ୍ଭୀର୍ଯ୍ୟର ଅଭାବ ସୂଚିତ ହୁଏ) —୩. (bad sense) Given to laughing on slight provocation (which indicates want of seriousness).