ଦରହସିତ
(ଦରହସିତା—ସ୍ତ୍ରୀ)
ଈଷଦ୍ଧାସ୍ୟଯୁକ୍ତ — Smiling.
ମୃଦୁ ହାସ —Smile.
କି ସୁନ୍ଦର ଦରହସିତ—କବିସୂର୍ଯ୍ୟ. ସଙ୍ଗୀତ