Jump to content

ଦରହାସ

ଉଇକିଅଭିଧାନ‌ରୁ

ଦରହାସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦର=ଈଷତ୍+ହାସ)

[ସମ୍ପାଦନା]
୧. ଈଷଦ୍ଧାସ୍ୟ — ୧. Smile.
୨. ଯେଉଁ ହସରେ ଦାନ୍ତ ଦେଖାଯାଏ — ୨. Laugh by showing the teeth.

ଏ ବାଣୀ ଶୁଣି ଶାରଙ୍ଗପାଣି ବୋଲନ୍ତି ଦରହାସେ ଭକ୍ତଚରଣ. ମଥୁରାମଙ୍ଗଳ