Jump to content

ଦରହାସୀ

ଉଇକିଅଭିଧାନ‌ରୁ

ଦରହାସୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ. (ସଂସ୍କୃତ - ଦରହସିତା)

[ସମ୍ପାଦନା]

ଈଷତ୍ ହାସ୍ୟଯୁକ୍ତା (ସ୍ତ୍ରୀ) — Smiling (woman).

ଭାଷିଲା ସୁନ୍ଦର ପରହାସୀ କି ଭଙ୍ଗୀ ରଙ୍ଗିର ହେଉ ପଛେ ସେ ତୋଷ ରସର ହେ ଉପେନ୍ଦ୍ରଭଞ୍ଜ. ପ୍ରେମସୁଧାନିଧି