ଦରାଜ
ଦେଖଣା
ଦରାଜ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଡ୍ରୟର୍; ଫାରାସୀ - ଦରାଜ୍. ବିଣ=ମୁକ୍ତ, ବିସ୍ତୃତ, ଦୀର୍ଘ)
[ସମ୍ପାଦନା]ଟେବୁଲ ବା ଆଲମାରି ଭିତରେ ଥିବା ଡାଲା, ଯାହାକୁ ପଦାକୁ ବାହାର କରାଯାଇ ପାରେ ଓ ଭିତରକୁ ଠେଲା ଯାଇ ପାରେ —Drawer of a table, cabinet or desk; sliding box which can be pulled out and pushed in.