ଦରାଞ୍ଚି
ଦେଖଣା
ଦରାଞ୍ଚି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦାତ୍ର)
[ସମ୍ପାଦନା]ଉଚ୍ଚସ୍ଥାନରୁ କଣ୍ଟା ବା ଡାଳ ପ୍ରଭୃତି କାଟିବା ପାଇଁ ଯେଉଁ ଲଗି ଅଗରେ ଖଣ୍ଡିଏ ଦାଆ ଦୃଢ଼ଭାବରେ ସଂଲଗ୍ନ ହୋଇଥାଏ (ବାଲେଶ୍ୱର ଅଞ୍ଚଳରେ ଏହାର ବହୁଳ ବ୍ୟବହାର ଦେଖାଯାଏ) — A long pole with a scythe firmly attached to the top to cut branches etc from high trees.