ଦରାଣ୍ଡିବା
ଦେଖଣା
ଦରାଣ୍ଡିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦରାଣ୍ଡିବା
|
ଦେଶଜ - କ୍ରି. (ସଂସ୍କୃତ - ଢୁଁଢନ=ଅନ୍ୱେଷଣ, ହିନ୍ଦୀ - ଶବ୍ଦସାଗର)
[ସମ୍ପାଦନା]ଅନ୍ଧାରୁଆ ବା ପାଣିଭିତରେ ହାତ ବୁଲାଇ କୌଣସି ଦ୍ରବ୍ୟକୁ ଇତସ୍ତତଃ ଖୋଜିବା; ଅଣ୍ଡାଳିବା — To search a thing in the dark or inside water; to grope for a thing in the dark or in water.
ତହିଁ ସେ ପାଣ୍ଡୁସୂତେ ହାତରେ ଦରାଣ୍ଡି କୃଷ୍ଣସିଂହ. ମହାଭାରତ ବନ