ଦରି
ଦେଖଣା
ଦରି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଦର+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ପର୍ବତଗୁହା — ୧. Cavern; mountain-cave.
ଅନୁବାଦ
[ସମ୍ପାଦନା](ଦରୀ—ଅନ୍ୟରୂପ)
- ୨. କୁତ୍ସିତା ସ୍ତ୍ରୀ (ଜ୍ଞାନେନ୍ଦ୍ର) — ୨. An ugly woman; a lag.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ତର)
[ସମ୍ପାଦନା]- ୧. ସତରଞ୍ଜି — ୧. Satranji; durry; carpet of cotton-thread.
- ୨. ଛିଦ୍ରବିଶିଷ୍ଟ ଲୌହ ପିଣ୍ଡ, ଯାହା ଉପରେ କମାର ତାତିଲା ଲୁହା ପତ୍ରକୁ ରଖି ଛେଣିରେ ଛିଦ୍ର କରେ — ୨. A block of iron with a hole on it on which black-smiths place the iron to be bored.