Jump to content

ଦରିଆଦିଲ୍

ଉଇକିଅଭିଧାନ‌ରୁ

ଦରିଆଦିଲ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ଦିଲ୍ ଦ(ଦା)ରିଆ—ଅନ୍ୟରୂପ]

ବୈଦେଶିକ - ବିଶେଷଣ - (ଫା)

[ସମ୍ପାଦନା]
୧. ଉଦାର ହୃଦୟ — ୧. Liberal-minded.
୨. ନିଷ୍କପଟ —୨. Open-minded.
୩. ଦାନଶୀଳ —୩. Liberal; generous.