Jump to content

ଦରିଆ ଘୋଡ଼ା

ଉଇକିଅଭିଧାନ‌ରୁ

ଦରିଆ ଘୋଡ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫାରାସୀ - ଦର୍ଇଆ+ସଂସ୍କୃତ - ଘୋଟକ)

[ସମ୍ପାଦନା]

ସିନ୍ଧୁ— ଘୋଟକ —Hippopotamus.

[ଦ୍ରଷ୍ଟବ୍ୟ —ଏହା ଗଣ୍ଡାର ଚମଡ଼ା ପରି ମୋଟ ଚର୍ମ— ବିଶିଷ୍ଟ ଓ ଗଣ୍ଡା ଆକାରର ଚତୁଷ୍ପଦ ଜଳଚର ଜୀବ ଏମାନେ ଦଳଦଳ ହୋଇ ଆଫ୍ରିକାର ନଦୀମାନଙ୍କରେ ରହନ୍ତି ଏମାନେ ନଦୀକୂଳର ସ୍ଥଳରେ ବିଚରଣ କରି ଘାସ ଓ ଗଛପତ୍ର ଖାଆନ୍ତି ଓ ରାତିରେ ନଦୀର ଉପକୂଳସ୍ଥ କ୍ଷେତମାନଙ୍କରେ ଚରନ୍ତି; ଟିକିଏ ମାତ୍ର ଭୟର କାରଣ ଉପସ୍ଥିତ ହେଲେ ପାଣିକୁ ପଳାନ୍ତି ଏମାନେ ବହୁକ୍ଷଣ ପାଣିରେ ବୁଡ଼ି ରହି ପାରନ୍ତି ନାହିଁ; ନିଶ୍ୱାସ ମାରିବା ପାଇଁ ପାଣି ଉପରକୁ ମୁହଁ ଉଠାନ୍ତି ଏମାନଙ୍କ ଟମଡ଼ାରୁ ଏକପ୍ରକାର ଚାବୁକ ତିଆରି ହୁଏ ]