Jump to content

ଦରିଆ ପାଇଛା

ଉଇକିଅଭିଧାନ‌ରୁ

ଦରିଆ ପାଇଛା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦରିଆ(ୟା)ପାଚ୍ଛା, ଦରିୟା(ଆ)ପାତ୍ସା, ଦରିୟା ପାଇଛାଅନ୍ୟରୂପ

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦରିୟା ଓ ପାଦ୍ସାହାରୁ)

[ସମ୍ପାଦନା]

ସମୁଦ୍ରର ରାଜା; ସମୁଦ୍ରରେ ଯେଉଁ ରାଜାଙ୍କର ରଣତରୀମାନ ଅବାଧରେ ଗମନାଗମନ କରେ — King over seas.

(ଯଥା—ଆମ ଭାରତସମ୍ରାଟ ଦରିଆ— ପାଇଛା ଅଟନ୍ତି )

[ଦ୍ରଷ୍ଟବ୍ୟ —ଆମ ଦେଶରେ ଚିଲିକା ହ୍ରଦକୁ ସ୍ଥାନୀୟ ଲୋକମାନେ 'ଦରିଆ' ନାମରେ ଡାକନ୍ତି ଓ ପାରୀକୁଦର ରାଜାଙ୍କୁ 'ଦରିଆପାଇଛା' ବୋଲି କହନ୍ତି ]