Jump to content

ଦରିଆ ପାରି

ଉଇକିଅଭିଧାନ‌ରୁ

ଦରିଆ ପାରି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ସମୁଦ୍ରର ଅପର ପାରରେ ଅବସ୍ଥିତ — ୧. Situated on the other shore of the ocean.

(ଯଥା—ସାତ ସମୁଦ୍ର ଦରିଆପାର୍ ଦେଶ )



ଦରିଆ ପାରି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସମୁଦ୍ରର ଅପରପାର — ୧. The other side across the sea.
୨. ବହୁଦୂରସ୍ଥ ଅଜ୍ଞାତ ସ୍ଥାନ; ସାତସମୁଦ୍ର ଲଙ୍କା ପାରି ସ୍ଥାନ; ଯେଉଁ ସ୍ଥାନକୁ ଯିବାକୁ ହେଲେ ସମୁଦ୍ର— ଯାତ୍ରା କରିବାକୁ ହୁଏ —୨. A very distant place beyond the seas, to reach which one has to take a sea-voyage.

(ଯଥା—ସାହେବମାନେ ସାତ ସମୁଦ୍ର ଦରିଆପାରିରୁ ଆସି ଆମ ଦେଶରେ ରାଜତ୍ୱ କରୁଅଛନ୍ତି )

ଦେଶଜ - ବିଶେଷଣ -

[ସମ୍ପାଦନା]

ଦରିଆପାର୍ (ଦେଖ) - Dariāpaār (See)