ଦରିତ
ଦେଖଣା
ଦରିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଦର=ଭୟ+ଯୁକ୍ତାର୍ଥେ ଇତ,)
[ସମ୍ପାଦନା]- ୧. ଭୀତ; ଶଂକିତ —୧. Terrified; frightened.
- ୨. କମ୍ପିତ —୨. Shaken.
- ୩. (ଦୃ ଧାତୁ=ବିଦୀର୍ଣ୍ଣ କରିବା+କର୍ମ. ତ) ବିଦୀର୍ଣ୍ଣ — ୩. Rent; burst.
- ୪. ବିଭକ୍ତ —୪. Split up; divided.
ବିଶେଷ୍ୟ - କ୍ଳା. (+କରଣ. ତ)
[ସମ୍ପାଦନା]ଦୁଃଖ —Sorrow; misery.
ଚାହିଁ ଦେବା ଖରେ ଠଉରିଲା ବାଳୀ ବିଜେତା ପ୍ରଣୟ ଦରିଚ ସଂଖାଳି ଅଜୟଚନ୍ଦ୍ର ଶେଷବନ୍ଦୀ