Jump to content

ଦରିଦ୍ରା

ଉଇକିଅଭିଧାନ‌ରୁ

ଦରିଦ୍ରା

ଉଚ୍ଚାରଣ

[ସମ୍ପାଦନା]
(ଦରିଦ୍ରାଣୀ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ଦରିଦ୍ର+ସ୍ତ୍ରୀ ଆ)

[ସମ୍ପାଦନା]

ଦରିଦ୍ରର ସ୍ତ୍ରୀଲିଙ୍ଗ — feminine of Daridra.

ସଂସ୍କୃତ - ବିଶେଷଣ - ପୁଂ. (ଅନାଦରସୂଚକ ବ୍ୟବହାର, ଗାଳିରେ ବ୍ୟବହୃତ)

[ସମ୍ପାଦନା]
୧. ରଙ୍କାଳିଆ; ହୀନବୁଦ୍ଧିଆ — ୧. Mean-minded in money matters.
୨. ବିକଳା —୨. Having inordinate hankering after petty things (like a poverty stricken man).
୩. ଅତ୍ୟନ୍ତ ଦରିଦ୍ର —୩. Very poor.

କେଶବାସ ଦେଖ ଦରିଦ୍ରାଣୀ ଭେକ ଆନ କେ ଗରିବ ଏହା ଦୀନକୃଷ୍ଣ. ରସକଲ୍ଲୋଳ