ସଂସ୍କୃତ - ବିଶେଷ୍ୟ - (ଉପମା; ଦରିଦ୍ର ଚକ୍ଷୁରେ ନିଧି ଯେଉଁପରି ପ୍ରିୟ ସେହିପରି ପ୍ରିୟ ବ୍ୟକ୍ତି)
[ସମ୍ପାଦନା]
ରଙ୍କରତନ; ରଙ୍କ— ଶଂଖାଳି; ଦରିଦ୍ର ପକ୍ଷରେ ନିଧି ପରି; ପ୍ରିୟତମ ବ୍ୟକ୍ତି — One's dearest person.
ଦରିଦ୍ର ନିଧିଙ୍କ ଚ୍ୟୁତି ଦେଖୁଥିଲେ ଦେଖୁଥିବାକୁ ମୋ ମନ ଧାଉଁଥାଏ ନିତି ନିତି କବିସୂର୍ଯ୍ୟ. ସଙ୍ଗୀତ