Jump to content

ଦରିଦ୍ର ଶଙ୍ଖାଳି

ଉଇକିଅଭିଧାନ‌ରୁ

ଦରିଦ୍ର ଶଙ୍ଖାଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦରିଦ୍ର+ଶଙ୍ଖାଳି)

[ସମ୍ପାଦନା]
୧. ଗରିବର ଆଶ୍ରୟ; ଦୁଃଖୀର ସମ୍ୱଳ; ଗରିବର ସମ୍ପତ୍ତି — ୧. The prop of the poor; the shelter, rest or stay of the poor; the treasure of the poor.
୨. ଦରିଦ୍ରନିଧି (ଦେଖ) - —୨. Daridra-nidhi (See)

ଦରିଦ୍ର ସଙ୍ଖାଳି ମୋର ଅନ୍ଧର ଲଉଡ଼ି ନନ୍ଦକିଶୋର. ସୀତା ବନବାସ