Jump to content

ଦରୀ

ଉଇକିଅଭିଧାନ‌ରୁ

ଦରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦର୍+ଈ)

[ସମ୍ପାଦନା]

ଦରି (ଦେଖ) - Dari (See)

ସଂସ୍କୃତ - ବିଶେଷଣ - ପୁଂ. (ଦର+ଅଛି ଅର୍ଥରେ ଇନ୍; ୧ମା. ୧ବ)

[ସମ୍ପାଦନା]
୧. ଭୟଯୁକ୍ତ; ଭୀତ —୧. Frightened; terrified.

ବିଧବା ହେବାରେ ଦରୀ ମନ୍ଦୋଦରୀ ବଚନ ଉଚ୍ଚାରେ ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ

୨. ବିଦାରଣଶୀଳ —୨. Rending.
୩. ସକମ୍ପ —୩. Trembling, tremulous.