ଦରୋଟି
ଦେଖଣା
ଦରୋଟି
ଉଚ୍ଚାରଣ
[ସମ୍ପାଦନା](ଦରୋଟିଆ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦରୋଟି
|
ଦେଶଜ - ବିଶେଷଣ - (ସଂସ୍କୃତ - ଅର୍ଦ୍ଧସ୍ଫୁଟ)
[ସମ୍ପାଦନା]- ୧. ଅବ୍ୟକ୍ତ; ଅସ୍ପଷ୍ଟ; ଅର୍ଦ୍ଧୋଚ୍ଚାରିତ — ୧. Half-lisped; indistinctly uttered.
ଶିଶୁର ଦରୋଟି ଅମୃତ ବଚନ ମଧୁସୂଦନ. ଛାନ୍ଦମାଳା
- ୨. ଦରସିଝା —୨. Parboiled; incompletely boiled.
(ଯଥା—ଦରୋଟି ଭାତ)
- ୩. ଅପରିପକ୍ୱ —୩. Immature.
(ଯଥା—ସେ ତାର ଦରୋଟି ବୟସରୁ ସଂସାରରେ ପଶିଛି )
- ୪. ଅପକ୍ୱ —୪. Raw; unripe.
- ୫. ଅର୍ଦ୍ଧ ପକ୍ୱ; ଦର ପାଚିଲା — ୫. Half-ripe; partially ripe.
(ଯଥା—ଦରୋଟି ଆମ୍ୱ )
କ୍ରି.ବିଶେଷଣ -
[ସମ୍ପାଦନା]ସାମାନ୍ୟରେ; ଅଳ୍ପ ଅଳ୍ପ —Partly; partially.
(ଯଥା—ଯେତେ ଦରୋଟି ପାଚିଲା ଆମ୍ୱ ଅଛି ସବୁତକ ଗଛରୁ ତୋଳ )