ଦର୍ପକ
ଦେଖଣା
ଦର୍ପକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦୃପ୍ ଧାତୁ ଣିଚ ଦର୍ପି ଧାତୁ=ଦୀପ୍ତି କରାଇବା+କର୍ତ୍ତୃ. ଅକ)
[ସମ୍ପାଦନା]ମଦନ; କାମଦେବ — Cupid; the God of love.
ବିଶେଷଣ -
[ସମ୍ପାଦନା]- ୧. ଉଦ୍ଦୀପକ —୧. Inflammatory.
- ୨. ଉତ୍ତେଜକ —୨. Exciting; tending to incite.
- ୩. ଯେ ମୁହଁବାଲିଙ୍ଗି କରେ —୩. Boastful.
- ୪. ଗର୍ବିତ —୪. Proud; arrogant.