Jump to content

ଦର୍ପହା

ଉଇକିଅଭିଧାନ‌ରୁ

ଦର୍ପହା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦର୍ପ+ହନ୍ ଧାତୁ=ନାଶକରିବା+କର୍ତ୍ତୃ କ୍ୱିପ୍)

[ସମ୍ପାଦନା]

ଅନ୍ୟ ବ୍ୟକ୍ତିର ଗର୍ବନାଶକ —Crushing the pride of another.

ବିଶେଷ୍ୟ -

[ସମ୍ପାଦନା]

ବିଷ୍ଣୁଙ୍କର ଏକ ନାମ —A name of Bishṇu.