Jump to content

ଦର୍ପୀ

ଉଇକିଅଭିଧାନ‌ରୁ

ଦର୍ପୀ

ଉଚ୍ଚାରଣ

[ସମ୍ପାଦନା]
(ଦର୍ପିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଦର୍ପ+ଅଛି ଅର୍ଥରେ. ଇନ୍; ୧ମା. ୧ବ)

[ସମ୍ପାଦନା]
୧. ଅହଙ୍କାରୀ; ଦାମ୍ଭିକ; ଗର୍ବିତ — ୧. Proud; arrogant; haughty.
୨. ପ୍ରତାପାନ୍ୱିତ; ପ୍ରତାପୀ — ୨. Mighty; glorious.