ଦର୍ବ୍ୱ
ଦେଖଣା
ଦର୍ବ୍ୱ
ଉଚ୍ଚାରଣ
[ସମ୍ପାଦନା](ଦର୍ବ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - ପୁଂ. (ଦୃ ଧାତୁ ବିଦାରଣ କରିବା+କର୍ତ୍ତୃ. ବ)
[ସମ୍ପାଦନା]- ୧. ରାକ୍ଷସ —୧. A cannibal.
- ୨. ହିଂସ୍ରଜନ୍ତୁ — ୨. Rapacious animal.
- ୩. ପଞ୍ଜାବର ଉତ୍ତରରେ ଥିବା ମହାଭାରତୋକ୍ତ ଦେଶବିଶେଷ (ହିନ୍ଦୀ - ଶବ୍ଦସାଗର) —୩. Name of a country of ancent India in the north of Punjab.
- ୪. ଉକ୍ତ ଦେଶବାସୀ ଜାତିବିଶେଷ (ହିନ୍ଦୀ - ଶବ୍ଦସାଗର) — ୪. Name of a class of people inhabiting the above country.
- ୫. ହିଂସ୍ର ବ୍ୟକ୍ତି — ୫. A mischievous or harmful person.
ଗ୍ରାମ୍ୟ - (ଇତର) ବିଶେଷ୍ୟ - (ସଂସ୍କୃତ - ଦ୍ରବ୍ୟ)
[ସମ୍ପାଦନା]ଦରବ (ଦେଖ) - Daraba (See)