ଦର୍ବ୍ୱିକା
ଦେଖଣା
ଦର୍ବ୍ୱିକା
ଉଚ୍ଚାରଣ
[ସମ୍ପାଦନା](ଦର୍ବିକା—ଅନ୍ୟରୂପ)
ସଂସ୍କୃତ - ବି—(ଦର୍ବି+ସ୍ୱାର୍ଥେ. କ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଦର୍ବ୍ୱି (ଦେଖ) - —୧. Darbbi (See)
- ୨. ବନ୍ୟକୋବୀ (ହିନ୍ଦୀ - ଶବ୍ଦସାଗର) — ୨. Wild cabbage.
- ୩. ଘିଅଦୀପରେ ବତି ଜଳାଇ କରି ପ୍ରସ୍ତୁତ କରାଯିବା ଆଖିର କଜ୍ୱଳ (ହିନ୍ଦୀ - ଶବ୍ଦସାଗର) — ୩. A kind of collyrium prepared with lamp black.