Jump to content

ଦର୍ଭହାସୀ

ଉଇକିଅଭିଧାନ‌ରୁ

ଦର୍ଭହାସୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ—(ଦର୍ଭ=ଶୁକ୍ଳ କୁଶ ପରି ଶୁଭ୍ରହାସ ଯାହାର; ସଂସ୍କୃତ - ଦର୍ଭହାସା)

[ସମ୍ପାଦନା]

ଶୁଭ୍ରହାସା; ମନୋହର ହାସ୍ୟ କାରିଣୀ —Sweetly smilling (woman).

ବିଦର୍ଭରେ ଦର୍ଭହାସୀ ଦର୍ଶନବାଞ୍ଛା—ଭଞ୍ଜ. ଲାବଣ୍ୟବତୀ