ଦର୍ଶ
ଦେଖଣା
ଦର୍ଶ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଦୁଶ୍ ଧାତୁ=ଦେଖିବା+ଅଧିକରଣ. ଅ)
[ସମ୍ପାଦନା]- ୧. ଅମାବାସ୍ୟା —୧. The day of the new moon; the conjunction.
[ଦ୍ରଷ୍ଟବ୍ୟ —ଏ ଦିନ ଚନ୍ଦ୍ର ଓ ସୂର୍ଯ୍ୟ ଏକତ୍ରସ୍ଥିତ ଥିବାରୁ ଚନ୍ଦ୍ର ଦେଖା ନ ଯିବାରୁ ଏହାର ନାମ ଦର୍ଶ —Apte]
- ୨. ଯାଗବିଶେଷ —୨. Name of a vedic sacrifice.
- ୩. (+ଭାବ. ଅ) ଦର୍ଶନ — ୩. Seeing; appearance.
ବିଶେଷଣ -
[ସମ୍ପାଦନା]ଦ୍ରଷ୍ଟା —One who sees; seeing.