Jump to content

ଦର୍ଶକ

ଉଇକିଅଭିଧାନ‌ରୁ

ଦର୍ଶକ

ଉଚ୍ଚାରଣ

[ସମ୍ପାଦନା]

ଦର୍ଶକା, ଦର୍ଶିକାସ୍ତ୍ରୀ

  • (file)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ଦୃଶ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଦ୍ରଷ୍ଟା; ଯେ ଦେଖେ; ଦର୍ଶନକାରୀ —୧. Seeing; visiting.
୨. (ଦୃଶ୍ ଧାତୁ ଣିଚ୍ ଦର୍ଶି ଧାତୁ+ଅକ)— ଦର୍ଶୟିତା; ଯେ ଦେଖାଯାଏ — ୨. Showing a person round a place.

ବିଶେଷ୍ୟ -

[ସମ୍ପାଦନା]
୧. ଦେଖଣାହାରୀ —୧. Visitor; spectator.
୨. ଦ୍ୱାରପାଳ —୨. Door-keeper; warder.
୩. କୌଣସି ବିଦ୍ୟା ବା କଳାର ପାରଦର୍ଶୀ ବ୍ୟକ୍ତି — ୩. A person proficient in any art or science (Apte).
୪. ଯେଉଁ ବ୍ୟକ୍ତି ଆଗନ୍ତୁକମାନଙ୍କୁ କୌଣସି ସ୍ଥାନକୁ ବୁଲାଇ ଦର୍ଶନୀୟ ବସ୍ତୁ ଆଦି ଦେଖାଏ —୩. A person who takes a visitor round a place; a guide.