ଦର୍ଶନି
ଦେଖଣା
ଦର୍ଶନି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦର୍ଶନ)
[ସମ୍ପାଦନା]- ୧. ଦେବତା ଓ ରାଜା ଆଦିଙ୍କୁ ଦେଖିବା ଦର୍ଶକ ଯେଉଁ ଅର୍ଥ ତାଙ୍କଆଗରେ ରଖିଦିଏ; ସଲାମୀ; ପ୍ରଣାମୀ — ୧. A cash present paid by a visitor to an idol or Rājā.
ଅନେକ ଦେଖା ଦଶନି ଦିଅନ୍ତି ଭୀମକୁ ସାରଳା. ମହାଭାରତ
- ୨. ଓକିଲ, ବୈଦ୍ୟ, ଜମିଦାର ଆଦିଙ୍କୁ ଦିଆଯିବା ପ୍ରଥମେ ଭେଟି; ଭିଜିଟ୍ —୨. Visit; visiting fee; a cash present or prescribed fee paid to a doctor, pleader or Zamindar at the first interview.
- ୩. ଅର୍ଥ ଉପହାର; ଉପଢୌକନ — ୩. Present in money; cash present.
- ୪. ଦର୍ଶନ ନାମକ ବ୍ୟକ୍ତିକୁ ଡାକିବା ଆଦାରାର୍ଥ ଡାକ ନାମ — ୪. A name used in endearingly calling a person named Darasana.
ଦେଶଜ - ବିଶେଷଣ -
[ସମ୍ପାଦନା]ଦରଶନି (ଦେଖ) - —Daraṡani (See)