ଦର୍ଶନିଆଁ
ଦେଖଣା
ଦର୍ଶନିଆଁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦର୍ଶନ; ଦେବତାଙ୍କ ଦର୍ଶନ କରିବାକୁ ଆସିଥିବା ବ୍ୟକ୍ତି —A visitor to a shrine or an idol.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଦରଶନି (ଦେଖ) - —୧. Daraṡani (See)
- ୨. ଦର୍ଶନ କରିବାକୁ ଆଗତ (ବ୍ୟକ୍ତି) — ୨. (a person) Who has come to visit a shrine.