Jump to content

ଦର୍ଶନ ଥୋଡ଼ା

ଉଇକିଅଭିଧାନ‌ରୁ

ଦର୍ଶନ ଥୋଡ଼ା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଦର୍ଶନ+ହିନ୍ଦୀ - ଥୋଡ଼ା)

[ସମ୍ପାଦନା]

ଦେଖିବାକୁ ସାମାନ୍ୟ —Insignificant to look at.

ନାମ ବଡ଼ା ଦର୍ଶନ ଥୋଡ଼ା—ଢଗ

[ଦ୍ରଷ୍ଟବ୍ୟ —ଯାହାର ନାମ ଶୁଣିଲା ବେଳକୁ ବଡ଼ ବା ଯେ ବିଖ୍ୟାତ କିନ୍ତୁ ଯେ କାର୍ଯ୍ୟତଃ ଅଯୋଗ୍ୟ ବା ଅପଦାର୍ଥ]