ଦର୍ଶନ ପ୍ରତିଭୂ
ଦେଖଣା
ଦର୍ଶନ ପ୍ରତିଭୂ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ହିନ୍ଦୁସ୍ନୃତି) (ଦର୍ଶନ ନିମନ୍ତେ ପ୍ରତିଭୂ=ଜାମିନ୍)
[ସମ୍ପାଦନା]ହାଜର୍ ଜାମିନ୍; କୌଣସି ବ୍ୟକ୍ତି ବା ଆସାମୀ ହାକିମଙ୍କ ନିକଟରେ ଉପସ୍ଥିତ ହେବା ନିମନ୍ତେ ଜାମିନ୍ ହୋଇଥିବା ଦ୍ୱିତୀୟ ବ୍ୟକ୍ତି —(Hindu law) A surety for another person's appearance or presence before a court of justice.